Jump to content

ହରମୋନ ପ୍ରତିସ୍ଥାପନ ଚିକିତ୍ସା

ଉଇକିପିଡ଼ିଆ‌ରୁ
ହରମୋନ ପ୍ରତିସ୍ଥାପନ ଚିକିତ୍ସା
Combination of
EstrogenEstrogen
ProgestogenProgestogen
Clinical data
Trade namesClinorette, Femoston, Novofem, Tridesta, others
SynonymsMenopausal hormone therapy, postmenopausal hormone therapy
Routes of
administration
By mouth, applied to the skin (patch, cream), vaginal ring[]

ହରମୋନ ପୁନସ୍ଥାପନ ଚିକିତ୍ସା (ଇଂରାଜୀ ଭାଷାରେ Hormone replacement therapy/HRT ), ଯାହା ଋତୁବନ୍ଦ ହରମୋନ ଥେରାପି ଭାବରେ ମଧ୍ୟ ଜଣାଶୁଣା, ଋତୁବନ୍ଦ ସହିତ ହେଉଥିବା ଲକ୍ଷଣଗୁଡିକର ଚିକିତ୍ସା ପାଇଁ ବ୍ୟବହୃତ ହରମୋନ ଚିକିତ୍ସାକୁ କୁହାଯାଏ । [] ଏଥିରେ ଉଷୁମ ଲାଲିମା, ରାତିରେ ଝାଳ ବୋହିବା, ଶୁଷ୍କ ଯୋନୀପଥ ଏବଂ ମନୋବଳ ସମସ୍ୟା ହୋଇପାରେ । [] ସାଧାରଣତଃ ଏହି ଲକ୍ଷଣଗୁଡିକ ପାଇଁ ପରାମର୍ଶିତ ହରମୋନ ଚିକିତ୍ସା କରାଯାଏ ।[] ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି କର୍କଟ, ହୃଦ ରୋଗ କିମ୍ବା ଓଷ୍ଟିଓପୋରୋସିସ୍ ଥଲେ ପାଇଁ ସାଧାରଣତଃ ଏହା ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ବ୍ୟବହାର ସ୍ୱଳ୍ପ ମିଆଦି ହେବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ବିଭିନ୍ନ ମାର୍ଗରେ ଦିଆଯାଇ ପାରେ ।[] []

ପାର୍ଶ୍ୱ ପ୍ରତିକ୍ରିୟାରେ ପିତ୍ତାଶୟ ରୋଗ, ଷ୍ଟ୍ରୋକ, ଅନିଚ୍ଛାକୃତ ମୂତ୍ରତ୍ୟାଗ ଏବଂ ରକ୍ତ ଜମାଟ ବାନ୍ଧିପାରେ; ଯଦିଓ ଏହି ଖରାପ ଫଳାଫଳ ଯୋଗୁ ସାମଗ୍ରିକ ଫଳାଫଳ ସଙ୍କଟ ଓ ମୃତ୍ୟୁରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।[] ୬୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷତି ଅପେକ୍ଷା ଉପକାରର ପ୍ରମାଣ ଦ୍ୱାରା ଲାଭକୁ ସମର୍ଥନ କରେ ।[] [] [] ଯକୃତ ଜନିତ ସମସ୍ୟା କିମ୍ବା ସ୍ତନ କର୍କଟ ରୋଗରେ ସାଧାରଣତଃ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ଏହି ଔଷଧରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟୋଜେନ ଥାଏ ।[] ଏଣ୍ଡୋମେଟ୍ରିଆଲ୍ କର୍କଟ ହେବାର ଆଶଙ୍କା ଏଡ଼ାଇବା ପାଇଁ ପ୍ରୋଜେଷ୍ଟୋଜେନ ବ୍ୟବହୃତ ହୁଏ, ଯଦି ଗର୍ଭାଶୟ ଅପସାରଣ କରାଯାଇ ନଥାଏ ।[] ଟେଷ୍ଟୋଷ୍ଟେରନ୍ ପରି ଆଣ୍ଡ୍ରୋଜେନ୍ ମଧ୍ୟ ବେଳେବେଳେ ବ୍ୟବହୃତ ହୁଏ ।[]

୧୮୯୦ ଦଶକରୁ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ବ୍ୟବହାର ହୋଇଆସୁଛି ।[] ୨୦୨୪ ସୁଦ୍ଧା ଆମେରିକାରେ ଏହାର ପ୍ରକାର ଉପରେ ନିର୍ଭର କରି ଏହି ବାବଦ ଖର୍ଚ୍ଚ ୧୦ରୁ ୫୦୦ ୟୁଏସ ଡଲାର ହୋଇଥାଏ ।[] ସଂଯୁକ୍ତ ରାଷ୍ଟ୍ର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଇଷ୍ଟ୍ରୋଜେନ୍, ଏଷ୍ଟ୍ରାଡିଓଲ ଅନ୍ତର୍ଭୂକ୍ତ କରାଯିବା ବିଚାରକୁ ୨୦୨୩ ମସିହାରେ ସୁପାରିଶ କରାଯାଇନଥିଲା କିନ୍ତୁ ଏଥି ନିମନ୍ତେ ପୁନର୍ବିଚାର କରିବାକୁ ବିଚାର କରାଯାଇଥିଲା ।[୧୦] ୨୦୦୦ ମସିହାରେ ଜୈବିକ ହର୍ମୋନ୍ ବଦଳ ଅଧିକ ଲୋକପ୍ରିୟ ହୋଇଥିଲା ଯାହା ଅଧିକ "ପ୍ରାକୃତିକ" ବୋଲି ଦାବି ହୋଇଥିଲା; ତଥାପି, ଲାଭ ଏବଂ ନିରାପତ୍ତା ଅସ୍ପଷ୍ଟ ଥିଲସ ଏବଂ ବ୍ୟବହାର ସୁପାରିଶ କରାଯାଇ ନାହିଁ ।ଆ[] [୧୧] [୧୨]

  1. ୧.୦ ୧.୧ ୧.୨ "Types of hormone replacement therapy (HRT)". nhs.uk (in ଇଂରାଜୀ). NHS. 21 July 2023. Archived from the original on 17 January 2024. Retrieved 6 March 2024.
  2. ୨.୦ ୨.୧ Crandall, CJ; Mehta, JM; Manson, JE (7 February 2023). "Management of Menopausal Symptoms: A Review". JAMA. 329 (5): 405–420. doi:10.1001/jama.2022.24140. PMID 36749328.
  3. ୩.୦ ୩.୧ "About hormone replacement therapy (HRT)". nhs.uk (in ଇଂରାଜୀ). NHS. 21 July 2023. Archived from the original on 19 October 2023. Retrieved 6 March 2024.
  4. ୪.୦ ୪.୧ ୪.୨ ୪.୩ ୪.୪ Gartlehner, G; Patel, SV; Reddy, S; Rains, C; Coker-Schwimmer, M; Kahwati, L (November 2022). "Hormone Therapy for the Primary Prevention of Chronic Conditions in Postmenopausal Persons: An Evidence Review for the U.S. Preventive Services Task Force". Evidence Synthesis. PMID 36413605. Archived from the original on 27 December 2022. Retrieved 8 March 2024.
  5. Langer, RD; Hodis, HN; Lobo, RA; Allison, MA (February 2021). "Hormone replacement therapy – where are we now?". Climacteric. 24 (1): 3–10. doi:10.1080/13697137.2020.1851183. PMID 33403881.
  6. “The 2022 Hormone Therapy Position Statement of The North American Menopause Society” Advisory, Panel (1 July 2022). "The 2022 hormone therapy position statement of The North American Menopause Society". Menopause (New York, N.Y.). 29 (7): 767–794. doi:10.1097/GME.0000000000002028. PMID 35797481. {{cite journal}}: |last= has generic name (help)CS1 maint: numeric names: authors list (link)
  7. Stuenkel CA, Davis SR, Gompel A, Lumsden MA, Murad MH, Pinkerton JV, Santen RJ (November 2015). "Treatment of Symptoms of the Menopause: An Endocrine Society Clinical Practice Guideline" (PDF). J. Clin. Endocrinol. Metab. 100 (11): 3975–4011. doi:10.1210/jc.2015-2236. PMID 26444994. Archived from the original (PDF) on 2018-07-23. Retrieved 2024-02-20.
  8. ୮.୦ ୮.୧ Stefanick, Marcia L. (December 2005). "Estrogens and progestins: background and history, trends in use, and guidelines and regimens approved by the US Food and Drug Administration". The American Journal of Medicine. 118 (12): 64–73. doi:10.1016/j.amjmed.2005.09.059.
  9. "HRT Cost: Hormone Replacement Therapy Pricing Explained". GoodRx. Archived from the original on 2 March 2024. Retrieved 8 March 2024.
  10. "eEML - Electronic Essential Medicines List". list.essentialmeds.org. Archived from the original on 7 December 2023. Retrieved 8 March 2024.
  11. Cobin, RH; Goodman, NF; AACE Reproductive Endocrinology Scientific, Committee. (1 July 2017). "Position Statement on Menopause – 2017 Update" (PDF). Endocrine Practice. 23 (7): 869–880. doi:10.4158/EP171828.PS. PMID 28703650. Archived from the original (PDF) on 1 March 2019. Retrieved 1 March 2019.
  12. "Bioidentical hormones". The Medical Letter on Drugs and Therapeutics. 52 (1339): 43–44. 2010. PMID 20508582.